ସୋନପୁର: ସୁବଳୟା ଉଚ୍ଚ ବିଦ୍ୟାଳୟରେ ମାଁ ନାମରେ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସହକାରୀ ବନ ସଂରକ୍ଷକ
ସୂଚନା ଅନୁସାରେ ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75 ତମ ଜନ୍ମ ଦିନ ଏବଂ ଏହି ଦିନକୁ ମାଁ ମାଟି ପାଇଁ ଉଷର୍ଗୀକୃତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସେବା ପକ୍ଷ ଭାବରେ ପାଳନ କରାଯାଉଛି l ଏହି କ୍ରମରେ ସେବା ପକ୍ଷର ପ୍ରଥମ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମାଁ ନାମରେ ଗଛ ଟିଏ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧାରା ପୃଷ୍ଟକୁ ସବୁଜ ସୁନ୍ଦର କରିବା ସହିତ, ମାନବ ସମାଜର କଲ୍ୟାଣ ନିମିତ୍ତ ଏହି ପକ୍ଷ