Public App Logo
Jansamasya
National
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବୌଦ୍ଧ ସଦର: ବାଗେଡ଼ିଆ ଗ୍ରାମରେ ଚାଲିଥିବା ବେଆନ ମହୁଲି ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୫୫୦କେଜି ପୋଚ ସହିତ ୨୦ଲିଟର ମଦକୁ ଜବତ ନଷ୍ଟ

ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅପକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ, ବେଆନ ମଦ ରନ୍ଧା ନଷ୍ଟ ଅଭିଯାନରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଗେଡ଼ିଆ ଗ୍ରାମରେ ଚଳାଇଥିବା, ଦେଶି ମହୁଲି ମଦ ତିଆରି ଆଡାରେ ଆଜି ସକାଳ ପାଖାପାଖି ୧୧.୩୦ସମୟରେ ଚଢ଼ାଉ ଆରମ୍ଭବ କରିଥିଲେ l ଏହି ଚଢ଼ାଉରେ ଘଟଣା ସ୍ତଳରୁ ୫୫୦କେଜି ମହୁଲ ପୋଚ ସହିତ ୨୦ଲିଟର ରନ୍ଧା ମହୁଲି ମାସକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି

MORE NEWS