ଡାବୁଗାଁ: ଓଡିଶା ଡ୍ରାଇଭର ମହାସଙ୍ଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚତୁର୍ଥ ଦିନରେ, ମଇଦଲପୁରରେ ସରିଲା ପେଟ୍ରୋଲ ଓ ଗ୍ୟାସ
Dabugan, Nabarangpur | Jul 11, 2025
ଓଡିଶା ଡ୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଂଚିଛି | ଇତି ମଧ୍ୟରେ ପାପଡାହାଣ୍ଡି ବ୍ଲକର ମଇଦଲପୁର ସମେତ...