ହରାଭଙ୍ଗା ବ୍ଲକର ବୁକେସିଙ୍ଗା ସହିତ ବିଭନ୍ନ ଗ୍ରାମରେ ଡାଲଖାଇ ଯାତ୍ରା ଅନୁଷ୍ଠିତ l ମାର୍ଗଶିର ମାସର ପଞ୍ଚମ ଗୁରୁବାର ଦିନ ଡାଲ ଖାଇ ଯାତ୍ରା ଅନୁଷ୍ଟିତ ହୋଇ ଯାଇଛି l ଏହା ଏକ କୃଷି ପ୍ରଧାନ ପର୍ବ ମା ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା ଅଟେ, ଯାହାକି ଡାଲ୍ ଖାଇ ପର୍ବ ଏକ ନିଆରା ଢଙ୍ଗରେ ପାଳିତ ହୋଈ ଯାଇଛି l ହରଭଙ୍ଗା ବ୍ଲକରେ ଏହି ଡ଼ାଲ ଖାଇ ଯାତ୍ରା ହୋଇ ଥାଏ l ମୁଖ୍ୟତ ଯାତ୍ରାର ବୁର୍ବ ଦିନ ମହିଳା ପୁରୁଷ ମିଶି ଡ଼ାଲ୍ ଖାଇ ପୂଜା ଅନୁଷ୍ଟିତ ପୀଠକୁ ସଜାଇ ଥାନ୍ତି l ଗୁରୁବାର ପାଟୁଆର ସହିତ ଗ୍ରାମ ପ୍ରବେଶ ସହିତ ଠକୁରାଣୀକୁ ଦେହୁରୀ ଓ ବାହକ ଦ୍ୱରା ପୂଜା ଅର୍ଚନା କରାଯାଇ ଥିଲା l