ସଦର: କେସିଙ୍ଗା ବ୍ଲକ କାର୍ଯ୍ୟାଳୟରେ ବୃକ୍ଷରୋପଣ ଅଭିଯାନ ପାଇଁ ଏକ ପେଡ୍ ମା କେ ନାମ ରଥ କୁ ପତାକା ଦେଖାଇ ଶୁଭାରମ୍ଭ
ଆଜି ବୃକ୍ଷରୋପଣ ଅଭିଯାନ ପାଇଁ ଏକ ପେଡ୍ ମା କେ ନାମ ରଥ ଉପରେ ସଚେତନତା ଆଜି ସକାଳ ସମୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟରୁ ବିଭିନ୍ନ ଜିପିକୁ ପତାକା ଦେଖାଇ ଆରମ୍ଭ ହୋଇଥିଲା। ସମସ୍ତ ଜିପି ପଏଣ୍ଟରେ ରଥକୁ ସ୍ୱାଗତ କରିଥିଲେ।