ଜି ଉଦୟଗିରି ରେ ପାରଦ ତଳ ମୁହଁ। ହୋଇବାରେ ଲାଗିଛି।ଲଗାତାର ଦୁଇ ସପ୍ତାହ 8 ଡ଼ିଗ୍ରୀ ତଳେ ଥିବା ର ପାଣିପାଗ ସୂଚନା ପ୍ରଦାନ କରାଯାଇଥିଲା। ଗତ ରାତ୍ର ରେ ସର୍ବନିମ୍ନ ତାପମାତ୍ରା 5.6 ଡିଗ୍ରୀ ରେକର୍ଡ କରାଯାଇଛି। ମଧ୍ୟ ରାତ୍ର ରେ ପ୍ରବଳ ଶୀତ ଅନୁଭୂତ ହେଉଅଛି।ଶୀତ ର ମାତ୍ରା ଯେତେ ବଢ଼ୁଅଛି ପର୍ଯ୍ୟଟକ ସ୍ଥଳୀ ଓ ପାର୍କ ରେ ଭିଡ ସେତେ ବଢ଼ୁ ଅଛି।ବିଶେଷ କରି ସିରିକି ଡ୍ୟାମ୍,ଇକୋ ପାର୍କ ଠାରେ ଭିଡ ପରିଲକ୍ଷିତ ହେଉଅଛି ।ସମସ୍ତ ବୃକ୍ଷ,ପାହାଡ ସବୁଜ ମୟ ହୋଇଥିବା ବେଳେ ,ସମସ୍ତ ଫୁଲ ଗଛ ରେ ଫୁଲ ଲାନ୍ଥି ହୋଇ ରହିଅଛି।