ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରିଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବିଶେଷ ସୂତ୍ରରୁ ଖବର ପାଇ, ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ, ଇନସ୍ପେକଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ନାଗାଡିଆ ଗ୍ରାମର ଜଙ୍ଗଲରେ ବେଆନ ଭାବରେ ଦେଶି ମହୁଲି ମଦ ରନ୍ଧା ଯାଉଥିବା ନେଇ l ଆଜି ସକାଳ ପାଖାପଖି ୧୧.୩୦ ସମୟରେ ଚଢ଼ାଉ କରିଥିଲା l ଏହି ଚଡିଯାଉରେ ୮୫୦କେଜି ମହୁଲ ପୋଚ ସହିତ ୪୦ଲିଟର ରନ୍ଧା ମହୁଲି ମଦକୁ ଜବତ କରି ନଷ୍ଟ କରିଛନ୍ତି l