ଆଜି ସକାଳ ୧୧ଘଣ୍ଟିକା ସମୟରେ ଅନୁଗୋଳ ଜିଲ୍ଲା କୃଷକ ସେଲ ସଭାପତି ସୌମେନ୍ଦ୍ର ଦେହୁରୀଙ୍କ ନେତୃତ୍ଵରେ ରାଜ୍ୟର ତଥା ଅନୁଗୋଳ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା ଯଥା ଧାନ କିଣାରେ କଟନି ଛଟନି, ବନ୍ୟଜନ୍ତୁଙ୍କ ଦ୍ବାରା ହେଉଥିବା ବ୍ୟାପକ ଫସଲ କ୍ଷତି, ନାଲକୋ ଦ୍ବାରା ଛଡା ଯାଉଥିବା ପାଉଁଶ ଓ ଫ୍ଲୋରାଇଡ ଗ୍ୟାସ ପାଇଁ ହେଉଥିବା ଫସଲ କ୍ଷତିର ତୁରନ୍ତ ପ୍ରତିକାର, ଫସଲ ବୀମାରେ ଥିବା ଅସଙ୍ଗତି ଦୂର କରି ଚାଷୀ ପରିବାରକୁ ସ୍ବାସ୍ଥ୍ୟବୀମା ଭୁକ୍ତ କରିବା ଓ ୫୫ବର୍ଷ ପରେ ଚାଷୀ ଓ ଭାଗ ଚାଷୀଙ୍କୁ ମାସିକ ୧୦୦୦୦ଟଙ୍କା ଭତ୍ତା ପ୍ରଦାନ କରିବା ସମ୍ବନ୍ଧରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଅନୁଗୋଳ ଜିଲ୍