ଝାରସୁଗୁଡା: ମୁନ୍ଦ୍ରାଜୋର୍ ନିକଟ ତେଲେନନଦୀ ପୋଲ ଦବି ଗମନାଗମନ ଅସୁବିଧାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସ୍ଥାନୀୟ ଜନସାଧାରଣ
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ କୁଳେମୁରା ଗ୍ରାମପଞ୍ଚାୟତ ମୁନ୍ଦ୍ରଜୋର ନିକଟ ତେଲେନ ନଦୀ ଉପରେ ଥିବା ବ୍ରିଜ ଟି ଗତ ବର୍ଷା ମାସରେ ଲଗାଣ ବର୍ଷା ଓ ବନ୍ୟା ଫଳରେ କ୍ଷତିଗ୍ରସ୍ତ ହୋଇଥିଲା। ଏହା ଯୋଗୁଁ ବ୍ରିଜ ରାସ୍ତାରେ ଗମନାଗମନ ପାଇଁ ଅସୁବିଧା ହେଉଥିବା ବେଳେ ଏହାର ସମାଧାନ ପାଇଁ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଝାରସୁଗୁଡାର ପୁର୍ବତନ ବିଧାୟିକା ଦୀପାଲି ଦାସଙ୍କ ସମେତ ସ୍ଥାନୀୟ ଲଇକେରାର ଜନପ୍ରତିନିଧି ଏବଂ ଜନସାଧାରଣ। ତେବେ ବନ୍ୟା ଫଳରେ ତେଲେନ ନଦୀରେ ଥିବା ପୋଲ ଟି ଦବି ଯାଇ କ୍ଷତିଗ୍ରସ୍ତ ହୋଇଥିବା ବେଳେ