ବାରିପଦା ମ୍ୟୁନିସିପାଲଟି: MPC ଅଟୋନମାସ କଲେଜ ସମସ୍ୟା ସମାଧାନ ପାଇଁ ଗଠନ ହେଲା ସ୍ଵତନ୍ତ୍ର ଟିମ୍; ଏନେଇ ଜିଲ୍ଲାପାଳ ଅଫିସରେ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ
Baripada M, Mayurbhanj | Jul 18, 2025
ଶୁକ୍ରବାର ଦିନ ବାରିପଦା ତକତପୁର ସ୍ଥିତ MPC ଅଟୋନମାସ କଲେଜ ଗେଟରେ ଛାତ୍ରଛାତ୍ରୀ ତାଲା ପକେଇ ଆନ୍ଦୋଳନ କରିବା ଘଟଣାରେ ସମସ୍ୟା ସମାଧାନ ପାଇଁ...