ନବରଙ୍ଗପୁର ପୋଲିସ ଷ୍ଟେସନ: ପ୍ରେସର କୁକୁର ଫାଟି ଛାତ୍ର ଗୁରୁତର ହେବା ଘଟଣା ର ତଦନ୍ତ ପାଇଁ ସର୍କିଟ ହାଉସରେ ପହଁଚିଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା
ପ୍ରେସର କୁକୁର ଫାଟି ଛାତ୍ର ଗୁରୁତର ହେବା ଘଟଣା ର ତଦନ୍ତ ପାଇଁ ସର୍କିଟ ହାଉସରେ ପହଁଚିଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ଶ୍ରୀମତି ବବିତା ପାତ୍ର ଆଜି ନବରଙ୍ଗପୁର ପହଞ୍ଚିଛନ୍ତି ସର୍କିଟ ହାଉସ ରେ ତାଙ୍କୁ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣେଇଛନ୍ତି, ଅଧକ୍ଷା ଆଜି କୋକଡି ସେମଳା ରେ ପ୍ରେସର କୁକୁର ଫାଟି ସପ୍ତମ ଶ୍ରେଣୀ ଛାତ୍ର ଗୁରୁତର ହେବା ଘଟଣା ର ତଦନ୍ତ କରିବା ପାଇଁ କୋକଡ଼ି ସେମଳା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି ଜଣାପଡିଛି