କବିସୂର୍ଯ୍ୟନଗର: କୋଦଳା ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକକୁ ଅଟକ ସହ ବାଇକ କୁ ଜବତ କଲା କୋଦଳା ପୋଲିସ
ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ ବୁଧବାର ରାତ୍ର 8 ଘଣ୍ଟ ସମୟରେ କୋଦଳା ଚାରି ଛକ ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ବାଇକ ଚାଳକ ହେଲେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପାରଳାଖେମୁଣ୍ଡି ଗ୍ରାମର ବିନୋଦ କୁମାର ନାୟକ ଙ୍କ ପୁଅ ଓ ସୁରେଶ କୁମାର ନାୟକ । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ସୁରେଶ ଙ୍କୁ ଅଟକ ସହ ବାଇକ ନମ୍ବର OD 07 AR 5410 କୁ ଜବତ ଥାନା କେଶ ନମ୍ବର 724/25 କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।