ରାଇଘର: ଚିକିତ୍ସକ ଙ୍କ ଅବହେଳା ଗୋମାତା ଙ୍କ ମୃତ୍ୟୁ ପରେ ରାସ୍ତ ରୋକ
ଗାଈ ମୃତ୍ୟକୁ ନେଇ ରାସ୍ତା ରୋକ l ପ୍ରାଣୀ ଚିକିତ୍ସକଙ୍କ ଅବହେଳା ଯୋଗୁଁ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ବିଭିନ୍ନ ସଂଘଠନ ପକ୍ଷରୁ ରାଇଘର ବ୍ଲକର ମୁଖ୍ୟ ରାସ୍ତା ଉପରେ ମୃତ ଗାଈର ଶବ ରଖି ରାସ୍ତା ରୋକ କରାଯାଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ଆଜି ସକାଳୁ ଗାଈଟି କୌଣସି କାରଣରୁ ଛଟପଟ ହେଉଥିଲା ତାର ଏଭଳି ଅବସ୍ଥା ଦେଖି କିଛି ଲୋକ ରାଇଘର ପ୍ରାଣୀ ଚିକିତ୍ସକ ପରୀକ୍ଷିତ କୁଣ୍ଡୁଙ୍କୁ ଯୋଗା ଯୋଗ କରିଥିଲେ ହେଲେ ହେଁ ସେ ଘଟଣା ସ୍ଥଳକୁ ଆସିନଥିଲେ ଏବଂ ଫୋନ ସୁଇଚ ଅଫ କରିଦେଇଥିଲେ l ଆନ୍ଦୋଳନ କାରୀଙ୍କ ଅଭିଯୋଗ ହେଲା ପ୍ରାଣୀ