ବଲାଙ୍ଗୀର: ୨୬ ନମ୍ବର୍ ଜାତୀୟ ରାଜପଥ ଫାସଡ ବ୍ରିଜରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ଅଟକିଲା ଶତାଧିକ ଟ୍ରକ୍ ବସ ଜାମ
Balangir, Balangir | Jul 19, 2025
ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଅଳ୍ପକେ ବଞ୍ଚିଲେ ଦୁଇ ଗାଡିର ଡ୍ରାଇଭର ହେଲ୍ପର। ଦୁର୍ଘଟଣା ଯୋଗୁଁ...