ରାଉରକେଲା ମ୍ୟୁନିସିପାଲଟି: ଓଡିଶାପୋଲିସ ୨୬ବର୍ଷୀୟ ସୌରଭ ଜୟସ୍ବାଲକୁ ବିନା ଲାଇସେନ୍ସରେ ବିପୁଳ
ପରିମାଣରଵାଣଗଛିତଥିବା ବସ୍ତିରୁ ରଘୁ ନାଥପାଲ୍ଲୀ ପୋଲିସ ଧରିଲା
ସେପ୍ଟେମ୍ବର ୧୬ ତାରିଖ ରଘୁନାଥପାଲି ପୋଲିସ ୨୬ବର୍ଷୀୟ ସୌରଭ ଜୟସ୍ୱାଲକୁ ବିନା ଲାଇସେନ୍ସରେ ବିପୁଳ ପରିମାଣର ବାଣ ଗଛିତ ରଖିଥିବାରୁ ବାଣ ଜବତ ସହ ଅଭିଯୁକ୍ତ ସୌରଭ ଜୟଶ୍ଵାଲକୁ ଧାରା 288 BNS,ଧାରା-9(B)(¡¡)(b) Indian Explosive Act ଅନୁସାରେ ଗିରଫ କରାଯାଇଛି