ଢେଙ୍କାନାଳ ସଦର: ସାଂକୁଲେଇ ହରିଜନ ସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ସରପଞ୍ଚ
Dhenkanal Sadar, Dhenkanal | Jul 18, 2025
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସାଂକୁଲେଇ ହରିଜନ ସାହିରେ ପାନୀୟ ଜଳ ସମସ୍ୟାମୁଣ୍ଡ ଟେକିଛି। ସାହିର ଶହେ ପରିବାର ପାଣିପାଇଁ ବିଭିନ୍ନ ଅସୁବିଧାର...