ମାଲକାନଗିରି: ମାଲକାନଗିରି ବନ ବିଭାଗ ଦ୍ଵାରା ବେଆଇନ ଭାବେ ଚାଲାଣ ପାଇଁ ଗଚ୍ଛିତ ୧୧ଟି କଇଁଛକୁ ଏମପିଭି ୧୧ ଗ୍ରାମରୁ ଜବତ ସହ ଜଣେ ଗିରଫ
Malkangiri, Malkangiri | Jul 17, 2025
ମାଲକାନଗିରି ବନ ବିଭାଗ ଦ୍ଵାରା ବେଆଇନ ଭାବେ ଚାଲାଣ ପାଇଁ ଗଚ୍ଛିତ ୧୧ଟି କଇଁଛ ଜବତ, ଜଣେ ଗିରଫ। ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ର ଆଧାରରେ...