ଆଜି ସନ୍ଧ୍ୟା ୬.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାପ୍ତ ସୂଚନା ଅନୁସାରେ l ବୌଦ୍ଧ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ l ଆଜି ବୌଦ୍ଧ ଅବକାରୀ ରେଞ୍ଜର ଇନସ୍ପେକଟର ନେତୃତ୍ୱରେ ବୌଦ୍ଧ ଥନାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ଗ୍ରାମପଞ୍ଚାୟତ ବାନ୍ଧମୁଣ୍ଡା ଗ୍ରାମ ଜଙ୍ଗଲରେ ବେଆନ ଗଞ୍ଜେଇ ଚାଷ ହୋଇଥିବା ନେଇ ଆଜି ସକାଳ ପାଖପାଖି ୮. ୪୫ସମୟରୁ ଚଢ଼ାଉ ଆରମ୍ଭ କରି l ୨୭ଏକର ଜଙ୍ଗଲ ଜାମିରେ ଚାଷ ହୋଇଥିବା ୩୨୪୦୦ଟି ଗଞ୍ଜେଉ ଗଛକୁ କାଟି ନିଆଁରେ ପୋଡି ନଷ୍ଟ କରାଯାଇଛି