Public App Logo
ଫୁଲବାଣୀ ସହର: ୧୩୨ କେଭି ଲାଇନର ମରାମତି ଯୋଗୁଁ ଆସନ୍ତା କାଲି କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍ ସେବା ସକାଳ 7 ଘଣ୍ଟ ରୁ ଅପରାହ୍ନ 2 ଟା ଯାଏଁ ବନ୍ଦ ରହିବ - Phulabani Town News