ସୁନ୍ଦରଗଡ ସହର: ଭଷ୍ମା ଥାନା ପୋଲିସ ପକ୍ଷରୁ ଦର୍ଲିପାଲ୍ଲୀରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ମୁଖ୍ୟ ଅତିଥି ଏସ ପି ସୁନ୍ଦରଗଡ
ସୁନ୍ଦରଗଡ ବୁଧବାର ଦିନ ୧୦ ଟା ସମୟରେ ଭଷ୍ମା ଥାନା ପୋଲିସ ପକ୍ଷରୁ ଦର୍ଲିପାଲ୍ଲୀ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ମୁଖ୍ୟ ଅତିଥି ଭାବେ ଏସ ପି ସୁନ୍ଦରଗଡ ଯୋଗ ଦେଇଥିଲେ ।