ମଙ୍ଗଳବାର ଦିନ ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ରାଜସ୍ୱ ସର୍କଲର ପୂର୍ବତନ ଆର. ଆଇ ଗଜେନ୍ଦ୍ର ଦିଗାଳଙ୍କୁ 15 ହଜାର ଟଙ୍କା ଲାଞ୍ଚ ମାମଲାରେ 3 ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ୍ କୋର୍ଟ l ଗତ 2021 ମସିହାରେ ଦହ୍ୟା ଆର ଆଈ ଥିବା ବେଳେ ପୁଡୁଗ ପଥର ଗ୍ରାମର ସୁଶାନ୍ତ ଥାଟୀ ନାମକ ଜନୈକ ବ୍ୟକ୍ତିଙ୍କ ଠାରୁ ଦିମାର୍କେସନ ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ଧରି ଥିଲା l ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି l