ଜଗତସିଂହପୁର: ସିଂହାରପୁର ପଞ୍ଚାୟତ ଗସ୍ତ କରି ପଞ୍ଚାୟତର ସମସ୍ୟା ସ୍ଥିତି ସମୀକ୍ଷା କରିବା ସହ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ