ଛତ୍ରପୁର: ଧଳାକୋଟ୍ ପରିତ୍ଯାଗ କଲେ ଆୟୁଷ ଛାତ୍ରଛାତ୍ରୀ, ବ୍ରହ୍ମପୁର ପୋଷ୍ଟ ଅଫିସ୍ ସମ୍ମୁଖରେ ଧାରଣା ଦେଇ ପ୍ରତିକ୍ରିୟା ରଖିଲେ ଛାତ୍ର ଛାତ୍ରୀ
ଆୟୁଷ ଛାତ୍ର ଛାତ୍ରୀ ମାନେ ଦୀର୍ଘ ଦିନ ଧରି ୮ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ସୋମବାର ପୂର୍ବାହ୍ନରେ ବ୍ରହ୍ମପୁର ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧଳାକୋଟ୍ ପରିତ୍ଯାଗ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଛାତ୍ର ଛାତ୍ରୀ ।