ନୂଆପଡା: ଆସନ୍ତାକାଲି ନୂଆପଡ଼ା ସହରର କିଛି ସ୍ଥାନରେ ସକାଳ ୯ ରୁ ଦିନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବା ନେଇ ଟିପିଡବ୍ଲ୍ୟୁଓଡିଏଲର ସୂଚନା
Nuapada, Nuapada | Jul 10, 2025
ଆସନ୍ତା କାଲି ନୂଆପଡ଼ା ସହରର 11 କେଭି ଟାଉନ ଫିଡ଼ର ୧ ର ଜରୁରୀ କାଳୀନ ମରାମତି କରାଯିବ। ସେଥିପାଇଁ ନୂଆପଡ଼ା ସହରର ବିଭିନ୍ନ ଅଞ୍ଚଳରେ...