ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ପରିଦର୍ଶନ କରାଯାଇଛି । ଏହା ଆଜି ଦିନ 10 ଘଣ୍ଟ ସମୟରେ ବ୍ଳକର ପ୍ରଶାସନିକ ଅଧିକାରୀ ମାନେ ଉକ୍ତ ଗ୍ରାମ ପଞ୍ଚାୟତ ରେ ପହଁଚି ନିର୍ମାଣ ଧିନ ବିଦ୍ୟାଳୟ ପରିଦର୍ଶନ କରିଥିବାର ଖବର ମିଳିଛି । ଏଥିସହ ସରକାରଙ୍କ ନିତି ନିୟମ ଅନୁଯାଇ ବିଦ୍ୟାଳୟ ନିର୍ମାଣ ପାଇଁ ଆଲୋକପାତ ହୋଇଥିବାର ଜଣାପଡିଛି ।