ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଅର୍ଣ୍ଣପାଳ ରାଜମୁକୁନ୍ଦପୁର ରେ ନଦୀବନ୍ଧ କାର୍ଯ୍ୟ ରେ ଅନିୟମିତତା,ଅଭିଯୋଗ ଆଣିଲେ ଗ୍ରାମବାସୀ #jansamasya
Bhadrak Rural, Bhadrak | Jul 18, 2025
ଭଦ୍ରକ ଶାଳନ୍ଦୀ ଜଳସେଚନ ବିଭାଗ ଅଧୀନରେ କାର୍ଯ୍ୟ ହେଉଥିବା ଭଦ୍ରକ ଡିଭିଜନର ନାଳିଆ ନଦୀର ବନ୍ଧ ଅର୍ଣ୍ଣପାଳ ଆର ଡି ରୋଡ଼ ଠାରୁ ଆରମ୍ଭ ହୋଇ...