କବିସୂର୍ଯ୍ୟନଗର: ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଏହି ଅବସରରେ ରାମ ନାମ ସଂକୀର୍ତନ ରେ ଉତ୍ସବ ମୁଖର ହୋଇପଡିଛି କବିସୂର୍ଯ୍ୟନଗର ସହର.
ଆଜି ପବିତ୍ର କାର୍ତିକ ପୁର୍ଣିମା.ଏହି ଅବସରରେ ରାମ ନାମ ସଂକୀର୍ତନ ରେ ଉତ୍ସବ ମୁଖର ହୋଇପଡିଛି କବିସୂର୍ଯ୍ୟନଗର ସହର.ଦିନ ତମାମ ବିଭିନ୍ନ ମନ୍ଦିର ରେ ଭକ୍ତ ଙ୍କ ଭିଡ଼ ଜମିଥିବା ବେଳେ ସନ୍ଧ୍ୟା ରେ ବିଭିନ୍ନ ସାହି ରେ ହରିନାମ ଶବ୍ଦ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା. ଏହି ପବିତ୍ର ଉତ୍ସବ ରେ କବିସୂର୍ଯ୍ୟନଗର ର ସମାଜସେବୀ ବ୍ରଜ ସୁନ୍ଦର ମଳିକ ବିଭିନ୍ନ ନାମ ଯଜ୍ଞ ପରିକ୍ରମା କରିବା ସହ ସଂକୀର୍ତନ ମଣ୍ଡଳୀ ଙ୍କୁ ଉତ୍ତରୀୟ ଦେଇ ଉତ୍ସହିତ କରିବା ସହ ସମ୍ବର୍ଦ୍ଧନା ଦେଇଥିବା ଦେଖିବାକୁ ମିଳିଛି.