ରାଉରକେଲା ମ୍ୟୁନିସିପାଲଟି: ଗରିମା ପରିବାର ରାଉରକେଲା ତରଫରୁ ଶ୍ରେଷ୍ଠ ଓଡ଼ିଆଣୀ, ସିଜନ,-୩ ର ଗ୍ରାଣ୍ଡ ଫାଇନାଲ ସିଭିକ ସେଣ୍ଟରଠାରେ ସନ୍ଧ୍ୟା ୬ଟ୩୦ମିନିଟରୁଆରମ୍ଭହୋଇଯାଇଛି
ନଭେମ୍ବର ୮ତାରିଖ ସନ୍ଧ୍ୟା ୬ଟା ୩୦ମିନିଟରୁ ଶ୍ରେଷ୍ଟ ଓଡ଼ିଆଣୀ ସିଜନ -୩ର ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି, ଏଥିରେ ଯୋଗ ଦେବାପାଇଁ ସୁଦୂର ଭୁବନେଶ୍ୱରରୁ ଜଣାଶୁଣା ଟିଭି, ସିନେମା ଅଭିନେତ୍ରୀ ଇଶା ବେବୋର୍ତ୍ତା ଓ ମିସ ଏସିଆ ଗ୍ଲାମର୍ଶ କୁଇନ -୨୦୨୩ ର ଲୋପାମୁଦ୍ରା ସାହୁ ଯୋଗ ଦେଇଛନ୍ତି, ଏହାର ସାଧାରଣ ସମ୍ପାଦକ ଶ୍ରୀ ଶଙ୍କର ଜେନା ଓ ପାର୍ଟନ ଶ୍ରୀ ସୁନୀଲ କାୟଲ ପରିଚାଳନା କରୁଛନ୍ତି, କାର୍ଯ୍ୟକ୍ରମକୁ ଦେଖିବା ପାଇଁ ୫୦୦ରୁ ଉର୍ଦ୍ୱ ଦର୍ଶକ ଯୋଗ ଦେଇଛନ୍ତି