ବସ୍ତା: ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ, ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି, ଘଟଣା ଘଟିଛି କଟିପୋଲ ନିକଟରେ
ଆଜି ବସ୍ତା ଥାନା 60ନଂ ଜାତୀୟ ରାଜପଥ କଟିପୋଲ ନିକଟରେ ସଡ଼କ ଦୁର୍ଘଟଣା। ଜଣେ ଦୁଇଜଣ ଆହତ। ଉଭୟ ଙ୍କୁ ସ୍ଥାନୀୟ ଲୋକେ ଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ ବସ୍ତା ଡ଼ାକ୍ତରଖାନା କୁ ପଠାଯାଇଛି। ଖବର ସଂଗ୍ରହ ପର୍ଯ୍ୟନ୍ତ ଉଭୟ ପରିଚୟ ମିଳିପାରି ନାହିଁ