ସୋରଡା: ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଏକ ବୈଠକରେ MRNRGS କାର୍ଯ୍ୟ କୁ ନେଇ ଆଲୋଚନା କରାଯାଇଛି
Surada, Ganjam | Sep 16, 2025 ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ MGNRGS ଓ ଆନ୍ୟନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଛି. ବ୍ଲକ ଗୋଷ୍ଠୀ ଉନ୍ନୟନା ଧିକାରୀ ତନ୍ମୟ ପାତ୍ର ଉପସ୍ଥିତ ରହି ଆଲୋଚନା କରଥିଲେ. ଆଜିର ଏହି ବୈଠକରେ ବିଭିନ୍ନ ପ୍ରକଳ୍ପ କୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ.