ଡାବୁଗାଁ: ନିଜ ଶ୍ରମ ଦାନ କରି ସାହି ପାଇଁ ରାସ୍ତା କଲେ ଗାଦବାକତରା 6 ନମ୍ବର ୱାର୍ଡ ବାସିନ୍ଦା#jansamasya
Dabugan, Nabarangpur | Jul 16, 2025
ପାପଡାହାଣ୍ଡି ବ୍ଲକ ଗାଦବା କତରା 6 ନମ୍ବର ୱାର୍ଡ ବାସିନ୍ଦା ଆଜି ନିଜ ଶ୍ରମ ଦାନ କରି ସାହି ପାଇଁ ରାସ୍ତା ତିଆରି କରିଛନ୍ତି | ସାହି ପାଇଁ ଯେଉଁ...