ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଇକେରାରେ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କଲେ ଝାରସୁଗୁଡା ବିଧାୟକ
ଝାରସୁଗୁଡା ଜିଲ୍ଲା ଲାଇକେରାରେ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କଲେ ଝାରସୁଗୁଡା ବିଧାୟକ l ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୧ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ତୃଣ ମୂଳ ସ୍ତର ରେ କିଭଳି କାର୍ଯ୍ୟକାରୀ ହେଉଛି। ସଫଳ ହେଉଛି ନା ବାଟ ବଣା ହେଉଛି। କେଉଁ କାମ କେତେ ଦୂର ଆଗେଇଛି। ଆଉ କଣ କଣ ହେଲେ ଆହୁରି ଭଲ ହେବ। ସେ ନେଇ ସାଧାରଣ ଲୋକଙ୍କ ମତ ନେବା ସହ ବିଭିନ୍ନ ପ୍ରକାର ସମସ୍ୟା ର କିଭଳି ସମାଧାନ ହେବ ସେ ବିଷୟରେ ଆଲୋଚନା କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ଏହି କାର୍ଯ୍ୟକ୍ରମ ରେ