ଭଦ୍ରକ ଗ୍ରାମାଞ୍ଚଳ: ରାସ୍ତା ସମସ୍ୟା ନେଇ ବନ୍ତ ବ୍ଲକ କଂଗ୍ରେସ କମିଟି ତରଫରୁ ଆଗରପଡ଼ା ଠାରେ ରାସ୍ତାରୋକ
Bhadrak Rural, Bhadrak | Jul 14, 2025
ବନ୍ତ ବ୍ଲକର ବ୍ୟବସାୟୀକ ପେଣ୍ଠସ୍ଥଳୀ ଆଗରପଡାରୁ ତିନି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ବିପର୍ଯ୍ୟସ୍ତ ହୋଇପଡିଛି l ଏହାର ପ୍ରତିବାଦରେ...