ସୋରଡା: ସୋରଡ଼ା ବ୍ଲକର ମସ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ମୃତ୍ତିକା ସରଣକ୍ଷଣ କର୍ମଶାଳା ଅନୁଷ୍ଠିତ
Surada, Ganjam | Nov 25, 2025 ସୋରଡ଼ା ବ୍ଲକର ମସ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ମୃତ୍ତିକା ସରଣକ୍ଷଣ ,ଉଦ୍ୟାନ କୃଷି ଓ କୃଷକ ଗୋଷ୍ଠୀ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଈଅଛି।ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିଶ୍ୱ ରଞ୍ଜନ ଜେନା, ମସ୍ୟ ସମ୍ପ୍ରସାରଣ ଅଧିକାରୀ ତାରକେସ୍ୱର ରାଓଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ।