ଅତାବିରା: ଅତାବିରା ଅଂଚଳରେ ଅବକାରୀ ବିଭାଗର ଚଢାଉ,୨ଜଣ ଗିରଫ
ଅତାବିରା ଥାନା ଅଧିନ ବୁଗବୁଗା ଗ୍ରାମ୍ୟ ରାସ୍ତା ଓ ପଲସାପାଲି ଗ୍ରାମ୍ୟ ରାସ୍ତାରେ ଚଢାଉକରି ୨ ଜଣକୁ ଗିରଫ କରି ତାଂକ ଠାରୁ ୪୭ ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିଥିବା ଆଜି ବୁଧବାର ଅପରାହ୍ନ ୩ଟାରେ ଅବକାରୀ ବିଭାଗ ସୂଚନା ଦେଇଛନ୍ତି |