ହିଞ୍ଜିଳି: ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଧୋବାଡି ଗ୍ରାମର ହରିଜନ ସାହିରେ ଅନୁଷ୍ଠିତ ହୋଇଥିବା ରାଧାକୃଷ୍ଣ ପ୍ରେମଲୀଳା ନାଟକ ର ଶୁଭ ଉଦ୍ଧଘାଟନ କରିଛନ୍ତି
Hinjili, Ganjam | Nov 11, 2025 ଗଞ୍ଜାମ ଜିଲ୍ଲା ରେ ରହିଛି ଅନେକ ଲୋକ କଳା ସଂସ୍କୃତି, ଏଠି ୧୨ମାସରେ ୧୩ଯାତ୍ରା ଅନୁଷ୍ଠିତ ହୋଇଥାଏ. ସେଥିମଧ୍ୟରୁ କୋଠିଶାଳ ଯାତ୍ରା ଅନ୍ୟତମ. ମା ମଙ୍ଗଳା ଙ୍କୁ ଏକ ମାସ ଧରି ଗ୍ରାମ କୁ ଗ୍ରାମ ପରିକ୍ରମା କରାଯାଇଥାଏ. ଅନେକ ମାନସିକ ଧାରୀ ଏହି ଯାତ୍ରାରେ ସାମିଲ ହୋଇ ନିଜର ମାନସିକ ପୂରଣ କରିଥାନ୍ତି. କାର୍ତ୍ତିକ ମାସ ଶେଷ ପୂର୍ଣ୍ଣିମା ଠାରୁ ମା ଙ୍କ ଉଦଯାପନି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଯାହାରୀ ଫଳରେ ଏହି ଅବସରରେ ବିଭିନ୍ନ ଗ୍ରାମରେ ନିଜ ନିଜ ଭିତରେ ଥିବା କଳା କୁ ପ୍ରତିପାଦନ କରିବା ଲାଗି ନିଜ ଗ୍ରାମରେ ଆୟୋଜିତ ହେଉଥିବା ସାମାଜିକ ଓ ପୌରାଣିକ ନାଟକ ରେ ଭାଗ ନେଇଛନ୍ତି.