ମାଲକାନଗିରି: କୋରୁକୋଣ୍ଡା ବନ ବିଭାଗ ପକ୍ଷରୁ ଏକ ପେଡ ମା କେ ନାମ ୨.୦' ଅଭିଯାନ : ୧୫୦୦ ରୁ ଉର୍ଦ୍ଧ୍ବ ଚାରାରୋପଣ, ଯୋଗ ଦେଲେ ଡିଏଫଓ
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଠାରେ କୋରୁକୋଣ୍ଡା ବନ ବିଭାଗ ପକ୍ଷରୁ ଏକ ପେଡ ମା କେ ନାମ ୨.୦' କାର୍ଯ୍ୟକ୍ରମ ଆଜି ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆଜି ସମଗ୍ର ଜିଲ୍ଲାରେ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ କୋରୁକୋଣ୍ଡା ସଦର ସ୍ଥିତ ଶୂଳିଆ ପାହାଡ଼ ନିକଟରେ ବନ ବିଭାଗ ପକ୍ଷରୁ ୧୫୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଡିଏଫଓ ଶ୍ରୀ ସାଇ କିରଣ, ବନପାଳ ଜ୍ୟୋତି ଡୁଙ୍ଗଡୁଙ୍ଗ, ବନରକ୍ଷୀ ସୁରେନ୍ଦ୍ର କୁମାର ଦିହୁଡ଼ି, ସରପଞ୍ଚ ପଦ୍ମା ମାଡକାମୀ ଙ୍କ ସମେତ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶ