ତଲସରା: ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସମ୍ବନ୍ଧରେ ପ୍ରତିକ୍ରିୟା ରଖିଲେ ଏସପି
ସୁନ୍ଦରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାବ୍ୟାପୀ ବିଭିନ୍ନ ଥାନା ଆନୁକୁଲ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୁନ୍ଦରଗଡ଼, ବଡ଼ଗାଁ ତଲସରା କୁତ୍ରା, ରାଜଗାଙ୍ଗପୁର ପ୍ରମୁଖ ବିଭିନ୍ନ ଥାନା ରେ ଅନୁଷ୍ଠିତ ସାଇବର ସଚେତନତା କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଏସପି ଅମ୍ରିତା ପାଲ କୈର ଯୋଗ ଦେବା ଅବସରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।