ବୀରମିତ୍ରପୁର: ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁରେ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ହୋଇଥିବା କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ନୂଆଗାଁ ବ୍ଲକରେ ବ୍ଲକସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନେ ଗତକାଲି ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗୀତା ନିମନ୍ତେ ସୁନ୍ଦରଗଡ଼ ଯାଇଥିଲେ।ସେଠାରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁର ଛାତ୍ରୀ ଦିୟାନନ୍ଦିନୀ ବାରା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ସୁରଭି ନିମନ୍ତେ ମନୋନୀତ ହୋଇଛନ୍ତି।ଏନେଇ ବିଜ୍ଞାନ ପ୍ରଦର୍ଶନୀ ଅବସରରେ ଉକ୍ତ ବିଦ୍ୟାଳୟରେ ଦିୟାନ