ଅମ୍ବାଭୋନା: କଣ୍ଡପଲା ଗ୍ରାମର ଶିକ୍ଷାବିତ, ଗଣିତଜ୍ଞ ଓ ଜନତା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଲାର ସିଂ ନାୟକ ଙ୍କ ପରଲୋକ, ଅଂଚଲରେ ଶୋକର ଛାୟା