ରେ ହଣ୍ଡପା ବନ ବିଭାଗ 4 କେଜି ବlରାହl ମାଂସ ଜବତ କରିଛି l ଏଥିସହ ତାଙ୍କୁ ଗିରଫ କରିଛି l ଘଟଣା ରୁ ଜଣା ପଡିଛି ଜେ ଉମାକାନ୍ତ ନିକଟରେ ଥିବା ଜଙ୍ଗଲ ରୁ ଏକ ବlରାହl ଶିକାର କରି ମାଂସ ବିଭିନ୍ନ ଅଞ୍ଚଳ କୁ ଚାଲାଣ କରିଥିବା ଅଞ୍ଚଳ ବାସି ବନ ବିଭାଗ କୁ ଖବର ଦେଇଥିଲେ l ବନ ବିଭାଗ ତାଙ୍କ ଘର ଉପରେ ଚଢ଼ାଉ କରି ମାଂସ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ l