Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଝାରସୁଗୁଡା: ସମସ୍ୟା ଘେରରେ ବ୍ରଜରାଜନଗର ପୌରପରିଷଦ ୱାର୍ଡ ନମ୍ବର ୨୨ ର ମୁଣ୍ଡାପଡା

Jharsuguda, Jharsuguda | Nov 11, 2025
ସମସ୍ୟା ଘେରରେ ବ୍ରଜରାଜନଗର ପୌରପରିଷଦ ୱାର୍ଡ ନମ୍ବର ୨୨ ର ମୁଣ୍ଡାପଡା l ରାସ୍ତାଘାଟ, ଡ୍ରେନ ସମସ୍ୟା ଯୋଗୁଁ ଏଠାରେ ବାହୁ ଅସୁବିଧା ଭୋଗୁଛନ୍ତି ଅଂଚଳବାସୀ l ଡ୍ରେନ ସବୁ ଭାଙ୍ଗି ଯାଇଥିବାବେଳେ ପଡାରେ ରାସ୍ତା ମଧ୍ୟ ତିଆରି ହେଉନାହିଁ l ଅଭିଯୋଗ କରିବାର ୬ ମାସ ବିତି ଯାଇଥିଲେ ବି ଫଳ ଘର ଶୂନ l ନା କେହି ଶୁଣୁଛନ୍ତି ନା ପଡ଼ାରେ କିଛି ଉନ୍ନତିମୂଳକ କାର୍ଯ୍ୟ ହେଉଛି l ଯାହାଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଅପରାହ୍ନ ୨ ଟା ୩୦ ରେ ମନୋରମା ସାହୁ ପ୍ରତିକ୍ରିୟା ଦେଇଛନ୍ତି l

MORE NEWS