ତେଲକୋଇ: କନ୍ତଲେଇ ବାଦୁଡ଼ି ଝରା ଅଞ୍ଚଳରେ ତିନି ଟିକିଆ ଗୋଠ ଛଡ଼ା ହାତୀ । ଧାନ ବିଲ ଅଞ୍ଚଳରେ ଧାନ ଫସଲ ସୂରକ୍ଷା ଦେବାକୁ ରାତି ତମାମ ଉଜାଗର ଚାଷୀ
କନ୍ତଲେଇ ବାଦୁଡ଼ି ଝରା ଅଞ୍ଚଳରେ ତିନି ଟିକିଆ ଗୋଠ ଛଡ଼ା ହାତୀ । ଧାନ ବିଲ ଅଞ୍ଚଳରେ ଧାନ ଫସଲ ସୂରକ୍ଷା ଦେବାକୁ ରାତି ତମାମ ଉଜାଗର ଚାଷୀମାନେ । ଆଜି ରାତ୍ରୀ ୧୧ଟା ସମୟର ସୂଚନା । ହାତୀଙ୍କୁ କଡ଼ା ନଜର ରଖିଛି ତେଲକୋଇ ବନବିଭାଗ ।