ନୂଆପଡା: ଆର୍ସେଟି ରେ ମତ୍ସ୍ୟ ଚାଷ ତାଲିମ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କଲେ ଜିଲ୍ଲାପାଳ
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଆର୍ ସେ ଟି ରେ ମତ୍ସ୍ୟ ଚାଷ ତାଲିମ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ ଦାସ ଏଲ ଡି ଏମ ସୀତାରାମ ମେହେର ଆର୍ ସେ ଟି ନିର୍ଦ୍ଦେଶକ ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।