କେନ୍ଦ୍ରାପଡା: ଚାନ୍ଦୋଳଠାରେ କଂଗ୍ରେସର ଓଡିଶା ବନ୍ଦର ପ୍ରଭାବ,ପ୍ରତିକ୍ରିୟା ରଖିଲେ କଂଗ୍ରେସ ସାଧାରଣ ସମ୍ପାଦକ
Kendrapara, Kendrapara | Jul 17, 2025
ଚାନ୍ଦୋଳଠାରେ କଂଗ୍ରେସର ଓଡିଶା ବନ୍ଦ କରାଯାଇଛି l ଏନେଇ ଚାନ୍ଦୋଳଠାରେ ଦଳର ସାଧାରଣ ସମ୍ପାଦକ ସୁଖଦାନନ୍ଦ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି l