ତାଳଚେର ସଦର: ତାଳଚେର ବିଜେପି ପକ୍ଷରୁ ଥର୍ମାଲ ଷ୍ଟେସନରେ ସ୍ଵଚ୍ଛତା କାର୍ଯ୍ୟକ୍ରମ
ତାଳଚେର ବିଜେପି ପକ୍ଷରୁ ବୁଧବାର ସକାଳ ୭ ଘଟିକା ସମୟରେ ଥର୍ମାଲ ଷ୍ଟେସନରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମରେ ଭାଗନେଇଥିଲେ ।