ଅନୁଗୋଳ: ଭେରୁବଣିଆ ଗ୍ରାମ ନିକଟରେ ହାତୀ ପଲ
Anugul, Angul | Sep 16, 2025 ଅନୁଗୋଳ ବ୍ଲକ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଭେରୁବଣିଆ ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ହାତୀ ପଲ ଥିବା ସୂଚନା ମିଳିଛି। ପ୍ରାୟ କୋଡିଏରୁ ଉର୍ଦ୍ଧ୍ଵ ହାତୀ ଏହି ଦଳରେ ଥିବା ଜଣା ପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଥିଲେ ମଧ୍ୟ ହାତୀ ପଲ ଚାଷ ଜମି ନଷ୍ଟ କରୁଛନ୍ତି।