କେନ୍ଦ୍ରାପଡା: ବିଜେଡି ସାଂସଦ ସୁଲତା ଦେଓଙ୍କ ବିବାଦୀୟ ମନ୍ତବ୍ୟ, କେନ୍ଦ୍ରାପଡ଼ାରେ ତାଙ୍କ ବହିଷ୍କାର ଦାବି କଲେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ
Kendrapara, Kendrapara | Jul 20, 2025
ବିଜେଡି ସାଂସଦ ସୁଲତା ଦେଓଙ୍କ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ଜିଲ୍ଲା ବିଜେପି ରାଜନୀତି ସରଗରମ...