ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁରରେ ସକାଳ ଓ ନନ୍ଦିଘୋଷ ଟିଭି ର ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟ ରୁ ଆରମ୍ଭ ହୋଇ ଫୋର୍ ସି ଗ୍ରାଉଣ୍ଡ ରେ ଶେଷ ହୋଇଥିଲା l ଏହି ମିନି ମାରାଥନ ରେ ସମ୍ବଲପୁର ସହରର ଶତାଧିକ ପ୍ରତିଯୋଗୀ ନିଜକୁ ସାମିଲ କରିଥିଲେ l ଆଜି ସକାଳ ୬ ଟାରେ ଆରମ୍ଭ ହୋଇଥିବା ମିନି ମାରାଥନ କୁ ଆନ୍ତର୍ଜାତୀୟ ଖେଳାଳି ସୁନ୍ଦର ମଣି ବାରିକ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସେପଟେ ମିନି ମାରାଥନ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠିତ ହେଇ