କୋରାପୁଟ ସହର: ନନ୍ଦପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ଡିଈଓଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ଶିକ୍ଷକ ଉମେଶଙ୍କ ପତ୍ନୀ
Koraput Town, Koraput | Jul 18, 2025
ନନ୍ଦପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁରୁଦେବ ମାଝୀ ଶିକ୍ଷକ ଉମେଶ ଚନ୍ଦ୍ର ମଲିକଙ୍କୁ ଲାଞ୍ଚ ନଦେଲେ ଉପାନ୍ତ ଅଞ୍ଚଳକୁ ବଦଳି କରିଦେବା...